pmfb
Schedule
Wed, 04 Mar, 2026 at 12:00 am
UTC+05:30Location
Buddha Nagar | Bhubaneswar, OR
Advertisement
*ପ୍ରଧାନମନ୍ତ୍ରୀ ଫସଲ ବୀମା - ଖରିଫ 2025-26:-*ବିଶେଷ ସୂଚନା:- (ସମ୍ପୂର୍ଣ ମେସେଜକୁ ପଢ଼ିବା ପାଇଁ ସବିନୟ ଅନୁରୋଧ)
PMFBY ପୋର୍ଟାଲ LIVE ହୋଇସାରିଛି | ବର୍ତ୍ତମାନ *କେବଳ AGRISTACK ରେଜିଷ୍ଟ୍ରେସନ* କରିଥବା କୃଷକମାନେ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ |
*ବି. ଦ୍ର:*
1. କୃଷକମାନଙ୍କର *AGRISTACK ରେଜିଷ୍ଟ୍ରେସନ କୁ ବାଧ୍ୟତାମୂଳକ ନ କରିବା* ପାଇଁ ଓଡ଼ିଶା ସରକାର ଙ୍କ ଦ୍ୱାରା ଭାରତ ସରକାରଙ୍କୁ ଅନୁରୋଧ କରାଯାଇଅଛି , ଆଗାମୀ *3-4 ଦିନ ମଧ୍ୟରେ AGRISTACK ରେଜିଷ୍ଟ୍ରେସନ କରି ନ ଥିବା କୃଷକମାନେ ମଧ୍ୟ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ* |
2. ନିମ୍ନରେ ଦିଆଯାଇଥିବା *SOWING CERTIFICATE ଏବଂ TENANT/SHARECROPPER FORMAT* କୁ ସେଭ କରି ରଖନ୍ତୁ |
3. *ବାପା/ଜେଜେ ବାପା/ ଅଣ-ଅଜା* (FATHER/GRAND-FATHER/GREAT GRANDFATHER) କିମ୍ବା ପରିବାରର ଅନ୍ୟ କାହାର ନାମରେ ଜମି ଥିଲେ ମଧ୍ୟ *OWNER* ବିକଳ୍ପକୁ ଚୟନ କରିବେ, TENANT/SHARECROPPER କୁ ଚୟନ କରିବେ ନାହିଁ |
4. କେବଳ *ଅନ୍ୟର ଜମିରେ ସହମତି ଭିତ୍ତିରେ* ଚାଷ କରୁଥିବା ଚାଷୀମାନେ TENANT/SHARECROPPER FORMAT ଫିଲ ଅପ କରିବେ |
5. *PADDY (IR):-* IRRIGATED:- *ଜଳସେଚିତ* ଜମିକୁ ବୀମାଭୁକ୍ତ କରିବା ପାଇଁ PADDY (IR) ବିକଳ୍ପକୁ ଚୟନ କରନ୍ତୁ |
ଅଧିକ କିଛି ଜାଣିବା ପାଇଁ ଚାନେଲ କୁ FOLLOWING କରନ୍ତୁ 👇
Follow the CKR ONLINE CENTRE KARTTIK DAS channel on WhatsApp: https://whatsapp.com/channel/0029VaFP0id0G0XhHFAz3G22
Advertisement
Where is it happening?
Buddha Nagar, 30, Budhha Nagar,Bhubaneswar, IndiaEvent Location & Nearby Stays:
Know what’s Happening Next — before everyone else does.






